तन्नाना अनुरूपग्राह्यग्राहकभेदात् ॥३॥
tan nānā anurūpa-grāhya-grāhaka-bhedāt
sūtra
ସେହି (ବିଶ୍ୱ) ଅନୁରୂପ ଗ୍ରାହ୍ୟ (ଜ୍ଞେୟ) ଓ ଗ୍ରାହକ (ଜ୍ଞାତା)ର ଭେଦ ହେତୁ ନାନା ରୂପ ଧାରଣ କରେ।